by Jayashree Maharana ✓ · 16 Mar 2020
ମଣିଷ ବିପଦରେ ପଡି ନୂଆ ବାଟ ଖୋଜେ । ନିଜ ମନର ସାହସ କୁ ଅନୁଭବ କରେ ,ନିଜ ବୁଦ୍ଧି ,କୌଶଳକୁ ଚିହ୍ନିପାରେ । କେତ ସାରା ରାତି ନିଜକୁ ନିଜେ ଅନୁଶୀଳନ କରି ନିଜ ଭିତରର ଅସ୍ତିତ୍ୱକୁ ପରଖି ସାରିଥିଲା ।ନିଜ ଭିତରର ଶକ୍ତି ,ନିଜ ମନର ଦୃଢତାକୁ ଅନୁଭବ କରିପାରିଥିଲା ।
Loading comments…
Loading comments…