by Upendra prasad Mahala ✓ · 26 Jun 2021
ବାଣୀବିହାରରେ ପାଠ ପଢୁଥିବା ବେଳେ ଆମେ ପାଞ୍ଚ ବନ୍ଧୁ ଏକାଠି ହୋଇ ପଞ୍ଚସଖା ପରମ୍ପରା ଆଗକୁ ନେବା ସକାଶେ ମନ ମିଶାଇ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲୁ । ସଖା ଶବ୍ଦର ମହକରେ ଥିଲୁ ବିଭୋର । କିନ୍ତୁ କେଉଁଠି ନିଜକୁ ପଞ୍ଚସଖା ବୋଲି ଛାପ ମାରି
Loading comments…
Loading comments…