by Rupesh Sonu ✓ · 5 Jan 2018
କିନ୍ତୁ ସେ! ଶୀତର ଉତ୍ପାତରେ ଅସ୍ତବ୍ୟସ୍ତ ଚିରା ଖଣ୍ଡିଆ ପିନ୍ଧି ବସିଥିଲା ଏକ କୋଣରେ। ତା ଆଖି ଅନେକ ଦିନ ଭୋକରେ ଥିବାର ଆଭାସ ଦେଉଥିଲା।
Loading comments…
Loading comments…