by Satyaprakash Sethy, M. A(UGC NET) ✓ · 12 Jun 2019
ଯେଉଁ ପିଲାମାନଙ୍କୁ ସେ ଏତେବଡ଼ କରିଥିଲା, ମଲା ବେଳକୁ ମୁହଁରେ ପାଣି ଟୋପାଏ ଦେଲେ ନାହିଁ ସିନା; କିନ୍ତୁ ମଲାପରେ ? ପୁଅ ପଣିଆ ଜାହିର କରି ଆସି ହାଜର । କେମିତି ମଢା କାମ ଶେଷ ହେବ ସେ ପ୍ରତି ଚିନ୍ତା ନାହିଁ । ଆରମ୍ଭ ହୋଇଗଲା ଭାଗ ।
Loading comments…
Comments
Loading comments…