by Swarnalata Pati ✓ · 30 Jun 2020
କଠଉ ଚିହ୍ନିତ ଫଣା ହଲାଇ ମ୍ୟୁଜିକ ସହିତ ତାଙ୍କର ନାଚରେ ଆତ୍ମହରା ହୋଇ ସାନଝିଅ ନାଚୁଥାଏ ,ଆକଟ ନମାନି। ଆଃ...ନୂପୁରର ରୁଣୁଝୁଣୁ ଶବ୍ଦ ଆଜିବି ମନେପଡେ।ବଡ ଝିଅ ଖାଲି ମନେପକାାଉଥାଏ ପ୍ରବେଶ କାଳର ଜ୍ୱଳନ୍ତ ଆଖି ଓ ଲହଲହ ଜିହ୍ବାକୁ।
Loading comments…
Comments
Loading comments…