by Dr. Rajib Lochan Panigrahy ✓ · 16 Jul 2020
ସେ ସତ୍ୟ ଯୁଗରେ ଅଡିମତା, ତ୍ରେତୟାରେ ଜଗତାଜନନୀ, କଳୀରେ ଖମ୍ବେଶ୍ୱରୀ ହୋଇଥିବା ଜଣାଯାଏ । ଦ୍ଵାପର ଯୁଗରେ ବିଜୁଳିକନ୍ୟା ହୋଇ ପାତାଳରେ ଲୁଚି ରହିଥିଲେ । ସେ ବର ପାଇଥିଲେ ଭଗବାନ କୃଷ୍ଣଙ୍କୁ ଵିବାହ କରିବେ ।
Loading comments…
Loading comments…