by Arabinda Rath ✓ · 2 May 2019
ଆପଣ ମୋ ବାପା ବୟସର ଓ ମୁଁ ଆପଣଙ୍କୁ ସେହି ପରି ସମ୍ମାନ, ସ୍ନେହ ମଧ୍ଯ ଦେଉଛି। ଜଣେ ପୁଅର ଅଧିକାର ସାବ୍ଯସ୍ତ କରି ମୁଁ ଆପଣଙ୍କ ଜଳଖିଆ ପୁଡିଆ କୁ ପୋଛି ଦେଇଛି। ବାଟରେ ଅନ୍ଯ କିଛି କିଣି ଖାଇନେବେ।
Loading comments…
Loading comments…