by Narmada Sahu ✓ · 29 Jun 2018
ସେ ବି ଚୀରକାଳ ଆଜ୍ଞାବହ.... କଥା ମାନିଛି...କଣ୍ଟାଝଣ୍ଟା ଚୋବେଇ ଚୋବେଇ ଜୀବନ ଜୀଇଛି। ମରୁଭୂମି ଓ ଓଟ ପରି,,,, ତଫାତ୍ ତା ପାଟିରୁ ଝରୁଛି.....
Loading comments…
Comments
Loading comments…