by Chinmaya Kumar Nayak ✓ · 16 Oct 2020
ପାଗେଳି ସେମିତି ଦାଣ୍ଡ ପିଣ୍ଡାରେ ବସି ଏକ ଲୟରେ କେତେ ସମୟ ଯେ ଚାହିଁ ରହିଛି ସେ ନିଜେ ବି ଜାଣେନା। ସେଇ ଦିନଠୁ ତା ଜହ୍ନ ପରି ମୁହଁଟାରେ ଗ୍ରହଣ ଲାଗିଛି ଯେ ଲାଗିଛି।
Loading comments…
Loading comments…