by ଓଡ଼ିଆ ଗଳ୍ପ ଓ କବିତା - ୨ ✓ · 18 Sept 2018
ପଛକୁ ନ ଅନେଇ ଆଗକୁ ଚାଲି ଚାଲି ଗଲି ମୁଁ | ମୋର କଣ ଯାଏ ଆସେ ତା ସାଙ୍ଗରେ | କେତେ ସମୟ ବା ଅପେକ୍ଷା କରିବି ? ଦମ ଦମ ପାଦ ପକାଇ ମଡିଚାଲିଲି ଆଗକୁ |
Loading comments…
Loading comments…