by Saroj Kumar Jena ✓ · 21 Apr 2020
ରାଜିବ କହିଲା ଆରେ ଇଏ ଆମ ରାଉତ ସାହିର ଧୁସା ରାଉତ ର ପୁଅ ସନ୍ତୋଷ ଭାଇ କିନ୍ତୁ ପାଗଳ । ଜଣେ ଗରିବ ପରିବାର ର ପୁଅ ଜଣେ ଉଚ୍ଚ ଶିକ୍ଷିତ । ଅର୍ଥନୀତି ରେ ନୟାଗଡ଼ କଲେଜ୍ ରୁ ସ୍ନାତକ ପାସ୍ କରିଛନ୍ତି । କିନ୍ତୁ ମୁଁ ପଚାରିଲି ଏମିତି ସେ କେମିତି
Loading comments…
Loading comments…