by shibananda barik ✓ · 15 Oct 2020
ଛୁଟି ଦିନମାନଙ୍କରେ ଡିହି ଡିହି ଖରାବେଳଟାରେ କାନ୍ତେଇ କେନାଳ ହୁଡାରେ ବସି ବନିଶି କଣ୍ଟାରେ ଦିନଯାକରେ ଦି ଚାରୋଟି କଣ୍ଟିଆ କି କେରାଣ୍ଡି ମାରି ମାମୁଁକୁ ଲୁଚେଇ ମାଇଁକୁ ନେଇ ଦବା । ସାଇକେଲ ଟାୟାର ଖଣ୍ଡେ କୋଉଠୁ ପାଇଗଲେ ଭାଗବାଣ୍ଟି ତାକୁ ଚଲ
Loading comments…
Loading comments…