by Padmalaya Mishra ✓ · 21 Jun 2021
ଜେଜେଙ୍କ ପାନର ସ୍ଵାଦ ଜାଣିବା ପାଇଁ ଦିନେ ତାଙ୍କ ଡବାରୁ ଖଣ୍ଡେ ପାନ କାଢି ଖାଇଦେଲି । ମୋର ମୁଣ୍ଡ ବୁଲେଇ ବାନ୍ତି ହେଲା । ମୁଁ ବେହୋସ ହୋଇଗଲି । ହୋସରେ ଆସିଲା ବେଳକୁ ବୁଢା ବୁଢ଼ୀ ଭିତରେ ରାଇ ରାବଣ ଯୁଦ୍ଧ ।
Loading comments…
Loading comments…