by Nityananda Nandi ✓ · 25 Oct 2021
କୁକର୍ମର ଶିକାର ହୋଇ ନିଷ୍ପେସିତ ଜଣେ ମହିଳା ଅତ୍ୟାଚାରୀର କୁଳାଙ୍ଗାର ପୁଅକୁ କ୍ଷମା ଯାଚି ନିଜ ଅସହାୟ ଝିଅର ହାତ ଧରେଇ ଦେବା ଭିତରେ ଏକ ମହାନ୍ ବ୍ୟକ୍ତିତ୍ଵର ପ୍ରତିଷ୍ଠା କରି ସାରିଥିଲା ସେ ତା ଅଜାଣତରେ।
Loading comments…
Loading comments…