by Sachidananda Kar ✓ · 3 Dec 2019
ସ୍ବପ୍ନ ଧୂଳିସାତ୍ ହୋଇଥିଲା । ଏବେ ଖାଲି ଅନୁତାପ ଆଉ ଅନୁତାପ । କିଏ ଯେମିତି ତା' ସୁଖରେ କୁନଜର ପକାଇ ଦେଇଛି - ସେମିତି ଅନୁଭବ କରୁଥିଲା ସେ । ଘୋର ଅନୁତାପର ସମୟଟି ଆସି ଯାଇଥିଲା ତା' ଜୀବନରେ । ଅନୁତାପ.. ଅନୁତାପ ।
Loading comments…
Loading comments…