by Seetaram Dash ✓ · 20 Mar 2020
ଘଣ୍ଟ, ମୃଦଙ୍ଗ ଏବଂ ଧୂପ ଦୀପରେ ମହକିତ ହେଉଥାଏ ମନ୍ଦିରର ଅଗଣା। ବୋଉ ଦୀପଟିଏ ଜଗନ୍ନାଥଙ୍କ ପାଖରେ ଲଗାଇ ଏତିକି ପାର୍ଥନା କଲେ, "ହେ ପ୍ରଭୁ, ମୋ ରୁବିନାକୁ ଆର ଜନ୍ମରେ ପୁଅଟିଏ କରି ଜନ୍ମ ଦିଅ।"
Loading comments…
Loading comments…