by Er. Suchismita Satpathy ✓ · 22 Apr 2021
ସେବେ ପରଠୁ ସେ ଯେତେବେଳେ ମତେ ଦେଖେ ମୋ ପାଖକୁ ଧାଇଁ ଆସି ମୋ ହାତକୁ ଟାଣି ତା ପିଠିରେ ରଖେ । ମୁଁ ବୁଝିପାରେ ଓ ତାକୁ ଟିକିଏ ଆଉଁସି ଦିଏ । ସେ ହସି ହସି ପୁଣି ଚାଲିଯାଏ ।
Loading comments…
Loading comments…