by Kiran Mishra ✓ · 13 Jun 2019
ଆସିଲା ବେଳକୁ ମମତା ଗୋଟିଏ ପାଟ ଶାଢ଼ୀ ବାହାର କରି ବଡ଼ ଯାଆଙ୍କୁ କହିଲା,ନାନି ଏ ଶାଢ଼ୀଟା ରଖ,ପିନ୍ଧିବ। ବଡ଼ ଯାଆ ଶାଢୀ ଟିକୁ ଟିକେ ଦେଖି କହିଲେ, ପାଟ ଶାଢୀ ମୁଁ କଣ କରିବି। ମୁଁ ବା କୁଆଡେ ଯାଉଛି। ବରଂ ତୁ ବାହାରେ ରହୁଛୁ ତୁ ପିନ୍ଧିବୁ।ଯଦି ହେବ ଆର ଥର ଆସିଲା ବେଳେ କଟନ୍ ଶାଢ଼ୀ ଦିଖଣ୍ଡ ଆଣିବୁ।
Loading comments…
Loading comments…