by Kiran Mishra ✓ · 21 Jun 2019
ନାନି ଏ ଶାଢ଼ୀଟା ରଖ।ପିନ୍ଧିବ। ବଡ଼ ଯାଆ ଶାଢୀଟିକୁ ଟିକେ ଦେଖି କହିଲେ, --ପାଟ ଶାଢୀ ମୁଁ କଣ କରିବି। ମୁଁ ବା କୁଆଡେ ଯାଉଛି। ବରଂ ତୁ ବାହାରେ ରହୁଛୁ ତୁ ପିନ୍ଧିବୁ।ଯଦି ହେବ ଆର ଥର ଆସିଲା ବେଳେ କଟନ୍ ଶାଢ଼ୀ ଦିଖଣ୍ଡ ଆଣିବୁ
Loading comments…
Loading comments…