by Soumya Shubhadarshinee ✓ · 12 Jun 2019
ଅତୀତର କିଛି ନିଆଁ ଜଳୁଥାଏ ଅହରହ ମନର ଗହନ ବନରେ ମଣିଷର , ବର୍ତ୍ତମାନରେ । ଖାଲି ଯାହା ଦେଖାଯାଏ ନାହିଁ କେବେ ସେ ନିଆଁର ସ୍ୱରୂପ । ହେଲେ ସାରା ଜୀବନ ଯନ୍ତ୍ରଣା ଦିଏ ଅସହ୍ୟ ! ଆଉ ସେ ବିଧ୍ଵଂସୀ ଅଗ୍ନିକଣା ଏତେ ବଳଶାଳୀ ଯେ ଦଗ୍ଧ କରି ପାରେ ଭବିଷ୍ୟତର ସ୍ୱପ୍ନ ସମ୍ଭାର !.... ..
Loading comments…
Loading comments…