by Shashanka sekhar Ray ✓ · 25 Oct 2019
ମୋତେ ଏକ ସ୍ଵର୍ଗୀୟ ଆନନ୍ଦ ଯେମିତି ମିଳିଗଲା । ଲାଗିଲା ମୋ ଆଗରେ ସ୍ଵୟଂ ପ୍ରଭୁ ରାମଚନ୍ଦ୍ର ସୀତା ମାତା ଯେମିତି ଉଭା ହୋଇ ଠିଆ ହୋଇଛନ୍ତି ମୁଁ ଭକ୍ତ ହନୁମାନଟିଏ ସାଜି ସେମିତି ସେମାନଙ୍କର ଆଶିର୍ବାଦକୁ ଅପଲକ ନୟନରେ ଲୁହ ଝରାଇ ଚାହିଁବସିଛି ।
Loading comments…
Loading comments…