by T.Durga Prasad Rao ✓ · 4 Jun 2019
ଦେଖୁ ଦେଖୁ ବାହାଘର ଦିନ ଆସି ପହଞ୍ଚିଲା। ଛାତିରେ ପଥର ଲଦି ବେଦୀରେ ବସିଛି ମାନୀ। ଆଖି ଝଲ୍ସା ସାଜସଜ୍ଜା, ଆୟୋଜନ, କୋଳାହଳ କେଉଁଥିରେ ଆଗ୍ରହ ନାହିଁ ମାନୀର। ସେ ତଳକୁ ମୁହଁ ପୋତି ବସିଛି।
Loading comments…
Loading comments…