by Bauribandhu Lenka ✓ · 11 Aug 2020
କାଳିଆକୁ କିଛି ଆର୍ଥିକ ସାହାଯ୍ୟ କରିବାକୁ ଇଚ୍ଛା ହେଉଥିଲା । ହେଲେ ମୁଁ ସାହସ କରି ପାରିନଥିଲି କାଳିଆକୁ କିଛି ଟଙ୍କା ଦେବା ପାଇଁ । ତା'ର କଥାବାର୍ତ୍ତାରେ ମୁଁ ସ୍ୱାଭିମାନର ବାସ୍ନା ବାରି ପାରୁଥିଲି ।
Loading comments…
Loading comments…