by Karisma Dash ✓ · 4 Apr 2020
କୋର୍ଟ ର ପରିସର ବସିଛନ୍ତି ଅନ୍ଧ ଝିଅର ବିଧବା ମା ଆଉ ସେପଟେ ହରି ରଘୁର ପରିବାର | ବିଧବା ମାଟିଏ କାନ୍ଦି କାନ୍ଦି କହୁଛି ଜଜ ବାବୁ ମୋ ଝିଅର କଣ ଭୁଲ ଥିଲା ଛୁଆଟିଏ ଥିଲା ଆଖି ଫୁଟାଇଗଲା ବାପା ଛାଡି ଚାଲିଗଲା ମୋ ଝିଅ ଟେ କିଛି ଜାଣିନଥିଲା ତାକ
Loading comments…
Comments
Loading comments…