by Smrutiprangya Swain ✓ · 30 Oct 2020
ସେ ଫେରିଯିବ ତାର ଗାଆଁକୁ, ବଣ ମୁଲକକୁ, ସମୁଦ୍ର କୂଳକୁ । ଯେଉଁଠି ପାଇଥିଲା ସେ ଆପଣାପଣ, ଯେଉଁଠି ରହିଛି ତାର ହଜାର ହଜାର ସ୍ମୃତି, ଯେଉଁଠି ମିଳିଛି ତାକୁ ଅସରନ୍ତି ଭଲପାଇବା ।
Loading comments…
Loading comments…