by Debabrata Barik Debunu ✓ · 30 Jul 2019
ତାରିଣୀ ଏବଂ ରାଜା ଜଣେ ଆଉ ଜଣକୁ ଏମିତି ବହୁତ ଉପହାର ଦେଇଛନ୍ତି । ତାରିଣୀ ତା ଖାତାର ପ୍ରଥମ ପୃଷ୍ଠାରେ ରାଜା ଆଉ ତାରିଣୀ ଲେଖି ଦେଇଥିଲା କାହିଁକିନା ତାରିଣୀ ଭଲପାଇ ବସିଥିଲା ରାଜାକୁ ହେଲେ କହି ପାରୁନଥିଲା । ରାଜା ଦେଖିବା ପୂର୍ବରୁ ସେ ଖାତାକୁ ଦେଖି ଦେଇଥିଲେ...
Loading comments…
Loading comments…