by ABhimanyu Panda ✓ · 2 Jun 2019
ଆରମ୍ଭ ହେଇଗଲା ଆମର ପ୍ରେମ ପର୍ବ । ଘଣ୍ଟା ଘଣ୍ଟା ଫୋନରେ କଥାବାର୍ତ୍ତା ଚାଲିଲା । ସବୁଦିନ ଦେଖା ସାକ୍ଷାତ । ସାରା ଜୀବନ ଏକାଠି ରହିବାର ପ୍ରତିଶୃତି । ସବୁ ସୀମା ଲଙ୍ଘିଯାଇଥିଲୁ ଆମେ ଦୁହେଁ । ଶିଳ୍ପା ଆଉ ଅନୀଲ ର ପ୍ରେମ ଚର୍ଚ୍ଚା କଲେଜରୁ ଛକ , ବଜ଼ାର ହେଇ ଘର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା
Loading comments…
Loading comments…