by Rashmi Ranjan Nayak ✓ · 24 Aug 2019
ଆଉ ସେସବୁ ମିଳୁନାହିଁ।ସହର କଥା କାହିଁ କହୁଛନ୍ତି ସେ ଆଉ ନାହିଁ କହିଲେ ଚଳେ। ଫେସବୁକ୍ ଏବଂ ଜିଓ ସିନା ଏସବୁ ସୁବିଧା ଦେଇଦେଲେ ହେଲେ ଦିନ ଆସିବ ଏ ଯୁବପିଢ଼ି ଚେତିବ । ବ୍ୟବହାର କର କିନ୍ତୁ ସଠିକ ଭାବରେ କର ଏକଥା ଦିନ ଆସୁଛି ଜାଣିବେ।
Loading comments…
Loading comments…