by Banabihari Mishra ✓ · 3 Apr 2020
କରୁଣ ସେଇଭଳି ଅଛି, କିଛି ବି ବଦଳିନି। କହିଲା, "ଭାଉଜ, କେତେ ଅପେକ୍ଷା କରେଇଲ। ତୁମ ସ୍ନେହ ଆଦରର ପ୍ରତିବଦଳରେ ମୋ ଆଦରର ସାବିକୁ ତୁମରି ସେବା କରିବାକୁ ସୁଯୋଗ ଦେବାକୁ ମୁଁ ଚାହିଁ ଚାହିଁ ମୋ ଆଖିରୁ ପାଣି ମଲାଣି।
Loading comments…
Loading comments…