by Lopamudra Parida ✓ · 23 Mar 2022
ଠାକୁର ଗହଳି ଆଗକୁ ମୋଡଣୀ ନେଲା ।ରହିଗଲି ।ବାରିପଟେ ତାକୁ ଦେଖି ।ଥାଳିଏ ନାଲି ହଳଦୀ ମିଶା ଫଗୁ ଉଡେଇ ଦେଲି ସେଇପଟକୁ ।ପବନ ତା କାମ କଲା ।
Loading comments…
Comments
Loading comments…