by Santosh Pattnayak ✓ · 11 Jan 2019
ସୁମନ୍ ଧିରେଚାହିଁ ହସିଦେଲା । ତାର ସେଇ ହସ ସରୋଜ୍ ମନ ଓ ଶରୀରକୁ ଆନନ୍ଦରେ ବିଭୋର କରିପକାଇଲା । ସରୋଜ୍ ମନେ ମନେ ନିଜକୁ ଧନ୍ୟ ମନେକଲା ।
Loading comments…
Loading comments…