by KSHIRADRI SAHU ✓ · 23 Jun 2021
ମୌସୁମୀର ବର୍ଷାର ଛିଟାରେ ଦେହଟା ଓଦା ହେବା ସମୟରେ ତୁମ ମୁହଁ ଜଳଜଳ ଦିଶେ । ଶୀତ ସକାଳର କୁହୁଡିରେ ବି ତୁମ ପ୍ରତିଛବି ପାଇଛି । ସେ କୁହୁଡି ଭିତରୁ ତୁମେ ସାଧବ ବୋହୁ ବେଶରେ ଆସିବାର ଦେଖିଛି ।
Loading comments…
Comments
Loading comments…