ମୋ ହୃଦସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହେବାକୁ ଲାଗିଲା । ମୁଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି କହିଲି , '' ଶୁଭୁ ଯାଅ ଫେରିଯାଅ ବର୍ଷା ଛାଡ଼ିଗଲାଣି । ପାଠ ପଢ଼ ଆଉ ନିଜକୁ ପ୍ରତିପାଦିତ କର । ଆଜିର ଘଟଣା ଭୁଲି ଯାଅ । ତୁମେ ଆସିନ ଏଠିକୁ କି ମୁଁ ଭେଟିନି ତୁମ ସହ । ତୁମେ ଶୁଭୁ କେବଳ ଶୁଭୁ । ମୁଁ ତୁମକୁ ହରେଇବାକୁ ଚାହେଁନା ।''
Loading comments…