by Swarup Nayak ✓ · 2 Dec 2019
ଇଚ୍ଛା ଥିଲା ଜୋରରେ କାନ୍ଦିବାକୁ, ମନରେ ଘାଣ୍ଟି ହେଉଥିବା ପ୍ରତିଟି ଦ୍ୱନ୍ଦକୁ ଲୁହରେ ଭସେଇ ଦବାକୁ । ହେଲେ କାନ୍ଦିବି କେମିତି, ମରଦ ପିଲା ପରା ।
Loading comments…
Comments
Loading comments…