Loading…
ନେ’ ତୋ ଫ୍ରେଣ୍ଡସିପ୍ ଡ଼େ ଗିଫ୍ଟ; ଖୋଲି ଦେଖ୍ ତ । ଅନନ୍ୟା ଅତ୍ୟନ୍ତ ଆଗ୍ରହରେ ସୁଜୟର ଉପହାରଟି ଏକ ପ୍ରକାରର ଝାମ୍ପିନେଲା । ଏ କ’ଣ ! ଏକ ସୁନ୍ଦର ମଖମଲ ବାକ୍ସ; ଖୋଲି ଦେଖିଲା ତା’ ଭିତରେ ଏକ ହୀରା ଖଚିତ ମୁଦି ? ଆଶ୍ଚର୍ଯ୍ୟ ହୋଇ ଅନନ୍ୟା ଚାହିଁଲା ସୁଜୟ ଆଡ଼େ । ସୁଜୟ ଆଖିରେ ଥିଲା ଚିର ବନ୍ଧୁତାର ନିର୍ଭର ପ୍ରତିଶ୍ରୁତି ।
Comments
Loading comments…