by Lalita Mohan Mishra ✓ · 29 Jan 2020
ପ୍ରେମର ପ୍ରଥମାର୍ଦ୍ଧରେ ଅଂଶୁମାନର କଣ ହେଲା କେଜାଣି ? ? ? ସେଇ ଦୁଇ ପଦ କଥାରେ ଅଂଶୁମାନର ତନ ମନକୁ ଚଳଚଞ୍ଚଳ କରିଦେଲା। ମନ ପକ୍ଷୀ ଉଡି ବୁଲିଲା ଅନ୍ତ ହୀନ ଆକାଶରେ ଅନେକ ଦୂରକୁ। ପ୍ରେମର ସାତ ରଙ୍ଗରେ ରଙ୍ଗୀନ ହେଲା ମନ। ସେଇ ଦୁଇ ପଦ କଥା ର
Loading comments…
Loading comments…