by Maitreyee Kamila ✓ · 17 Sept 2019
ଦିନେ ହେଲେ ମୁହଁ ସୁଖେଇନି କି ଅଭିମାନ କରିନି ଆଶୁ ଉପରେ ,ସେ ଜାଣେ ଫଗୁଣ ଫେରିବ ଫୁଲ ଫୁଟା ଋତୁ ସବୁ ବେଳେ ଆସୁଥିବ, ଯେତେବେଳ ଯାଏ ତା ପରିବାର ଜାକି ଜକି ହୋଇ ରହିଥିବ ପଛେ ଖୋଲା ଆକାଶ ତଳେ ଦୀର୍ଘଶ୍ଵାସ ନେବନି ।
Loading comments…
Loading comments…