by sushama Parija ✓ · 16 Oct 2020
ହଠାତ୍ ଜଣେ ସାଇକେଲ୍ ଆରୋହୀ ସେଇପଟ ଦେଇ ପାଶ୍ କଲା ବେଳକୁ ସେଇ ମ୍ୟାନ୍ ହୋଲ୍ କୁ ଝୁଣ୍ଟି ତଳେ ପଡିଗଲେ।କମଳା ତାଙ୍କୁ ଧରାଧରି କରି ଉଠେଇ ଦେଲା ଆଉ ମନରେ ଭାବିଲା ପୁଣି ଯଦି କେହି ଏଠାରେ ଝୁଣ୍ଟି ପଡିବେ?
Loading comments…
Comments
Loading comments…