by Satyaprakash Sethy, M. A(UGC NET) ✓ · 28 Jun 2019
ଫୁଙ୍ଗୁଳା ଦେହ ସେଁକା ଛାତି, ଅଣ୍ଟିରେ ଖଣ୍ଡିଏ ଲୁଗୁଆ ଓ ମୁଣ୍ଡରେ ଟାୟା। ପାଖରେ ବିଲେଇଟିଏ ଶୋଇ ଥାଏ ବା କୁକୁରଟିଏ ଯଗି ରହିଥାଏ। ସେଇମାନେ ତା ଜୀବନରେ ସାଙ୍ଗ ସାଥୀ ଓ ସଖା ସହଚରୀ।
Loading comments…
Comments
Loading comments…