by BANITA SAHU ✓ · 6 Nov 2020
ଚାବି ଖୋଲି ଘର ମଧ୍ଯକୁ ଗଲି । ଫାଷ୍ଟ ରୁମ୍ ରୁ ସେକେଣ୍ତ ରୁମ୍ କୁ ଯିବା ସମୟରେ ବାଲାଇଟ୍ ଟି ଅନ୍ ଅଫ୍ ଅନ୍ ଅଫ୍ ହେଉଥାଏ ।ମୁଁ ଡରିଯାଇ ଭୁତ ଭୂତ ଚିକ୍ତାର କରି ବାହାରକୁ ବାହାରି ଆସିଲି ।
Loading comments…
Loading comments…