ରଜତ୍ ଚାକିରୀ କରୁଥିବା ବ୍ୟାଙ୍କରୁ ସେ ଆଜି ଛୁଟି ନେଇକରି ଆସିଛି l ପିଙ୍କି ରଜତ୍ ର ହାତକୁ କାର୍ଡ ଟିଏ ବଢ଼େଇଦେଲା l ରଜତ ଖୁବ ସନ୍ତର୍ପଣରେ କାର୍ଡଟି ଗ୍ରହଣ କଲା l ଖୋଲି ପଢୁ ପଢୁ ଥରିଲା କଣ୍ଠ ରେ କହିଲା, "ପିଙ୍କି ! ମୁଁ ବିଶ୍ୱାସ କରିପାରୁନି l ତୁମ ନାଁ ସହ ଆଉ କାହାର ନାଁକୁ ମୁଁ ସତରେ ବରଦାସ୍ତ କରିପାରୁନି l ଏବେ ଵି ସମୟ ଅଛି ପିଙ୍କି l ଚାଲ ମୋ ସହିତ l"
Loading comments…