by akshayakumar Dash ✓ · 19 Mar 2021
ପିଙ୍କୁର ମାତୃଭାଷା ହିନ୍ଦୀ । ତେଣୁ ସେ ହିନ୍ଦୀରେ କୁହେ, କିନ୍ତୁ ଓଡ଼ିଆ ବୁଝିପାରେ । ବେଳେ ବେଳେ ଓଡ଼ିଆ ଭାଷାରେ ପଦେ ଅଧେ କହିଦିଏ। ଅଜା ଶୁଣି ଖୁସି ହୁଅନ୍ତି ।
Loading comments…
Loading comments…