by Minakshi Devi ✓ · 21 Aug 2017
ସେଇ ଜହ୍ନ-ଆଲୁଅରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ ନିରୁପମା । ହଠାତ୍ ବସ୍-ର ଡୋର୍ ଖୋଲିଗଲା, ଆଉ ଜଣଜଣ କରି ଛଅଜଣ ଲୋକ ତଳକୁ ଖସିପଡ଼ିଲେ । ମନେହେଉଥିଲା କେହି ଯେମିତି ସେମାନଙ୍କୁ ଭିତରୁ ଧକ୍କା ଦେଇ ଠେଲିଦେଉଛି । ତା’ପରେ ବସ୍-ର ଡୋର୍ ପାଖରେ ଦେଖାଦେଲା ଏକ ନାରୀ ମୂର୍ତ୍ତି । ଏ କ’ଣ ନିର୍ଭୟା !
Loading comments…
Loading comments…