by Swarup Nayak ✓ · 19 Dec 2019
ଏଥିରେ ବଡିଚୁରା, ମାଛଭଜା, ସଜନା ଛୁଇଁ, ପିଆଜ ପ୍ରତିଦ୍ୱନ୍ଦୀ ଆଳୁଭଜା, କଲରା ଚିପ୍ସ, କାକୁଡି କୁ ମାତ୍ ଦେଇ ନିଜ ସ୍ଥାନ ହାସଲ କରିନେଇଥାନ୍ତି । କଂସାଏ ପଖାଳ ଦାବିଦେଇ ବଡ ହାକୁଡିଟେ ମାରିଲି, ପାଖାପାଖି ନଅ ମାସ ପରେ ।
Loading comments…
Loading comments…