Loading…
" ନାଁ ମୁଁ ପଳାତକ ନୁହେଁ।ଶୁଣ... ଶୁଣି ଯାଅ..."ବସିବା ଜାଗାରୁ ଉଠିପଡି ଛାୟା ଆଡ଼କୁ ଧାଇଁ ଗଲା ତଥାଗତ। କାହିଁ କିଏ କେଉଁଠି। ରାତ୍ରିର ସେ ଶୂନ୍ୟତାକୁ ଭେଦି କେବଳ ତାଆରି ସ୍ୱର ହିଁ ଶୁଣା ଯାଉଥିଲା। ତେବେ କଣ ସେ ମୋର ଅନ୍ତ ସ୍ୱର। ଶ୍ରମ କ୍ଲାନ୍ତ ବ୍ୟକ୍ତିଟିଏ ପରି ତଳେ ଭୁଇଁରେ ବସିପଡ଼ିଲା ସେ
Comments
Loading comments…