by Dr Narendra Sethy ✓ · 25 Jun 2021
ଇଟା ଭାଟି ମାଲିକ ସେଦିନ ରାଧୁଆ ସାଙ୍ଗରେ ତା ସ୍ତ୍ରୀକୁ ଦେଖି ଚମକି ପଡିଲି । କହିଲି ଶୁଖି କୁ ଭାଟିକୁ ନେଇକି ଆ । ସେ ବି ଦି ପଇସା କମେଇବ । ରାଧୁଆ ମନା କଲା । କହିଲା ନା ବାବୁ । ଶୁଖି ମୋ ସୁଖ । ଗୋଟେ ମଳି ମୁଣ୍ଡିଆ ମଜୁରିଆର ମାଇକିନିଆ ।
Loading comments…
Loading comments…