by Sunanda Mohanty ✓ · 6 Jan 2022
କେତେ ଦୁଃଖ କଷ୍ଟ ଭିତରେ ଛୋଟ ଶିଶୁ ରୁ କିଶୋର, ଯୁବକ କରି ପୁଣି ଶିକ୍ଷିତ କରିବାରେ ଧନ ଜନ ମନୋବଳ ଦେଇ, କେତେ ବାଧା ବନ୍ଧନ କାଟି ବାପା ମାଆ ପୁଅ ଝିଅ ଙ୍କୁ ମଣିଷ କରନ୍ତି, ବାଭିଷ୍ୟତ ର ସାହାରା ହେଉ କି ନହେଉ ପୁଅ ମୋର ଯୋଉଠି ଥାଉ ଭଲରେ ଥାଉ
Loading comments…
Comments
Loading comments…