by Alka Mohanty ✓ · 12 Oct 2021
ନିଜକୁ ପଶ୍ଚିମ ଢାଞ୍ଚାରେ ସେ ପୁରା ଢ଼ଳାଇ ସାରିଥିଲା । ତାକୁ ପଖାଳ କଥା କହିଲେ ଲାଜ ଲାଗୁଥିଲା, ମୁଢ଼ି ଚୁଡ଼ା କଣ ଜାଣି ନାହିଁ ବୋଲି କହୁଥିଲା ।
Loading comments…
Loading comments…