by Priyabrata Mohanty ✓ · 2 Oct 2020
ମୁଁ ଏଠୁ ଗଲା ପରେ ସଵୁଠୁ ପ୍ରିୟ ଵୋଲାଉଥିଵା କେହି ମା, ଵାପା ,ଛାତ୍ର ଛାତ୍ରୀ ପୁଅ ଝିଅ, ଵନ୍ଧୁ ପରିବାର ଆଖି ରେ ଲୁହଦାଗ ଧରି ମୋ ପାଇଁ ଝୁରିହେବେ ମୋ ନଥିବାପଣକୁ କଳସରେ ରଖି
Loading comments…
Loading comments…