by Siddhartha Sankar Tripathy ✓ · 7 Sept 2020
ସକାଳୁ ସକାଳୁ ସବୁ ଅଶୁଭ ଲକ୍ଷଣ । ସିନ୍ଦୂର ନାଇବା ସମୟରେ ହାତରୁ ଆଇନା ଖସିପଡି ଭାଙ୍ଗିଯିବା, ବାହାରେ କୁକୁରଗୁଡାକର ଅନବରତ ଭୁକିବା । ହିନ୍ଦୁ ନାରୀ କୁସଂସ୍କାର ଭାବି ଏସବୁ ନା ଏଡାଇ ପାରୁଥିଲା, ନା ଗ୍ରହଣ କରିପାରୁଥିଲା ।
Loading comments…
Loading comments…